{{ombox | text = ଏହା ରୋମାନାଇଜେସନ (ରୋମାନ ଲିପିରେ ଓଡ଼ିଆ ଲେଖା) ପାଇଁ । କାମକରୁଥିବା ମାନକ: [[ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି]] (ଆଇପିଏ - IPA), [https://www.loc.gov/catdir/cpso/romanization/oriya.pdf ALA/LC ରୋମାନ] ଓ ALA/LC ଫାଇଲ ନାମ (ରୋମାନ ଓ [https://r12a.github.io/app-conversion/ ହେକ୍ସ NCR]) ଏବଂ [[:wikt:ଉଇକିଅଭିଧାନ:ରୋମାନ ଟ୍ରାନ୍ସଲିଟରେସନ|ଭାଷାକୋଷ]] । ବାମ ବାକ୍ସରେ ୟୁନିକୋଡ଼ ଫଣ୍ଟରେ ଟାଇପ କରା ଲେଖା କପି କରନ୍ତୁ ବା ଟାଇପ କରନ୍ତୁ । ଉପରୁ ମାନକ ଅପସନ ବାଛନ୍ତୁ । ମୋବାଇଲ ବ୍ୟବହାର କରୁଥିଲେ ''ଡେସ୍କଟପ ଦେଖଣା'' ବାଛନ୍ତୁ ।
[[ସହଯୋଗ:ଓଡ଼ିଆ/ରୋମାନାଇଜେସନ/ନମୁନା_ଲେଖା|ନମୁନା ଲେଖା]] • See this page in [[ସହଯୋଗ:ଓଡ଼ିଆ/ରୋମାନାଇଜେସନ/en|English]]
}} {{clear}}
{{clear}} == ସ୍ରୋତ == * ଏହି ଲିପ୍ୟାନ୍ତରଣ କନଭର୍ଟର [[ସହଯୋଗ:IPA/Odia|ଓଡ଼ିଆ ଆଇପିଏ]], [[ଏଏଲଏ-ଏଲସି ରୋମାନାଇଜେସନ]] ଏବଂ [[wikt:or:ଉଇକିଅଭିଧାନ:ରୋମାନ ଟ୍ରାନ୍ସଲିଟରେସନ|ଉଇକିଅଭିଧାନ ରୋମାନ ଟ୍ରାନ୍ସଲିଟରେସନ]] ନିୟମ ଆଧାରରେ ତିଆରି । == ପରିଚାଳନା == * ତିଆରି ଓ ପରିଚାଳନା: [[ବ୍ୟବହାରକାରୀ:Psubhashish]] * ଆଇପିଏ ଓ ରୋମାନ ସହଯୋଗ: [[ବ୍ୟବହାରକାରୀ:Prateek Pattanaik]] ଓ [[User:Bikash Ojha]] * ''ସୋର୍ସ କୋଡ଼ [[ବ୍ୟବହାରକାରୀ:Jnanaranjan sahu]], [[ବ୍ୟବହାରକାରୀ:ଶିତିକଣ୍ଠ ଦାଶ]], [[ବ୍ୟବହାରକାରୀ:TWO^0|ମନୋଜ ସାହୁକାର]] ଏବଂ [[ବ୍ୟବହାରକାରୀ:Psubhashish]]ଙ୍କ ତିଆରି [[ଉଇକିପିଡ଼ିଆ:କନଭର୍ଟର|କନଭର୍ଟର]] ଆଧାରରେ ତିଆରି'' == ସୋର୍ସ କୋଡ଼ ଓ ଲାଇସେନ୍ସ== * [https://github.com/OdiaWikimedia/Converter/blob/master/IPA-Romanization/ipa-roman ସୋର୍ସ କୋଡ଼] (ଶେଷ ଅପଡେଟ ୨୪ ମଇ ୨୦୨୩) * ଏହି ସଫ୍ଟୱେର [https://www.gnu.org/licenses/gpl-3.0.en.html GNU General Public License v3.0]ରେ ଉପଲବ୍ଧ == ଅନ୍ୟାନ୍ୟ ଟୁଲ == * [[ଉଇକିପିଡ଼ିଆ:ଟୁଲ/ଏନକୋଡ଼ିଙ୍ଗ କନଭର୍ଟର|ଏନକୋଡ଼ିଙ୍ଗ କନଭର୍ଟର]]: ଶ୍ରୀଲିପି, ଆକୃତି, ସମ୍ବାଦ ଆଦି ଅଣ-ମାନକ ଏନକୋଡ଼ିଂରୁ ଇଉନିକୋଡ଼ ଓଡ଼ିଆରେ ରୂପାନ୍ତର * [[ଉଇକିପିଡ଼ିଆ:ଟୁଲ/ଅନ୍ୟ ଲିପିରୁ ଓଡ଼ିଆକୁ ରୂପାନ୍ତର|ଅନ୍ୟ ଲିପିରୁ ଓଡ଼ିଆକୁ ରୂପାନ୍ତର]]: ଅହମିୟା/ବଙ୍ଗଳା, ଦେବନାଗରୀ, ଗୁଜରାଟୀ, ରୋମାନ ଓ ଉର୍ଦ୍ଦୁରୁ ଓଡ଼ିଆକୁ ରୂପାନ୍ତର (''ପରୀକ୍ଷାମୂଳକ ତେଣୁ କିଛି ଭୁଲ ରହିପାରେ'') * [https://github.com/OdiaWikimedia/Wordlist ଶବ୍ଦତାଲିକା]: ଓଡ଼ିଆ ଉଇକିପିଡ଼ିଆ, ଉଇକିପାଠାଗାର ଓ ଉଇକିଅଭିଧାନରେ ଥିବା ଶବ୍ଦଗୁଡ଼ିକର ଏକ ଲମ୍ବା ତାଲିକା । ଏସବୁ ଟେକ୍ଟଟ-ଟୁ-ସ୍ପିଚ, ସ୍ପିଚ-ଟୁ-ଟେକ୍ସଟ ଓ ବାକି ସେହିଭଳି ସଫ୍ଟଓଏର ତିଆରି କାମରେ ଲାଗିବ * [[/ପାନଗ୍ରାମ|ପାନଗ୍ରାମ]]: ବର୍ଣ୍ଣମାଳାର ସବୁ ମୌଳିକ ଅକ୍ଷର ଥିବା ଏକ ବାକ୍ୟ